34.1 C
Bhubaneswar
Friday, March 29, 2024
Homeଅପରାଧମା’କୁ ପିଟି ପିଟି ମାରିଦେଲା ପୁଅ

ମା’କୁ ପିଟି ପିଟି ମାରିଦେଲା ପୁଅ

ଭୁବନେଶ୍ୱର : ମା’କୁ ପିଟି ପିଟି ମାରିଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଉଷକାପଲ୍ଲୀ ପଞ୍ଚାୟତ ସାହାଜାବାହଲ ଗାଁ’ରେ । ମୃତ ବୃଦ୍ଧାଙ୍କ ନାଁ ଅନ୍ନପୂର୍ଣ୍ଣ ବେହେରା । ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା । ଅଭିଯୁକ୍ତ ପୁଅ ବୃଦ୍ଧଙ୍କ ସାନ ପୁଅ ଆର୍ତତ୍ରାଣ ବେହେରା ।
ସୂଚନା ଅନୁଯାୟୀ, ସୋମବାର ରାତିରେ ଆର୍ତତ୍ରାଣ ମଦ ପିଇ ଘରକୁ ଆସିଥିଲେ । କୌଣସି କଥାକୁ ମା’ ଅନ୍ନପୂର୍ଣ୍ଣାଙ୍କୁ ଏକ ଠେଙ୍ଗାରେ ପିଟି ରକ୍ତାକ୍ତ କରିଦେବା ପରେ ଫେରାର ହୋଇଯାଇଥିଲେ । ପରିବାରର ଅନ୍ୟ ସଦସ୍ୟମାନେ ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
https://onakhabar.com/2020/05/19/oldmen-dead-quarentone-center-from-bhadrak/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking