28.1 C
Bhubaneswar
Thursday, March 28, 2024
Homeଅପରାଧବାପାକୁ ମାରିଦେଲା ପିଶାଚ ପୁଅ

ବାପାକୁ ମାରିଦେଲା ପିଶାଚ ପୁଅ

ସୁନ୍ଦରଗଡ଼ : ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତିନିକୁଡ଼ି ଗ୍ରାମାରେ । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଘରୋଇ କଳିକୁ ନେଇ ଉଭୟ ବାପ ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି କଳି ଏତେ ଉଗ୍ରରୂପ ଧାରଣ କଲା ଯେ, ଶେଷର ପୁଅ ଏକ ଟାଙ୍ଗିଆ ଆଣି ବାପାର ବେକକୁ ଚୋଟ ପକେଇ ଥିଲା । ଘଟଣା ସ୍ଥଳରେ ବାପାର ଜୀବନ ଚାଲିଯାଇଥିଲା । ଆଜି ସକାଳୁ ଗ୍ରାମବାସୀମାନେ ଏହାକୁ ଦେଖି ସଦର ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅକୁ ଥାନାକୁ ଆଣି ଅଟକ ରଖିଛି ବୋଲି ସୂଚନା ମିଳିଛି ।
https://onakhabar.com/2020/03/23/one-died-in-accident-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking