40.1 C
Bhubaneswar
Thursday, April 25, 2024
Homeଓଡିଶାଯୁବକଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ

ଯୁବକଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ

ଅନୁଗୋଳ : ଯୁବକଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ। ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବଜାର ହାଟ ନିକଟରେ ଯୁବକର ଗଳା କାଟି ହତ୍ୟାକଲେ ଦୁର୍ବୃତ୍ତ । ମୃତ ଯୁବକ ହେଲେ କାଶୀନାଥ ବେହେରା ଓରଫ କାଠିଆ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । କିଏ କାହିଁକି ଏହି ଯୁବକକୁ ହତ୍ୟା କଲେ ତାହା ଏବେ ସନ୍ଦେହ ଘେରରେ ରହିଛି । ପୋଲିସ ଶବକୁ ଜବତ କରି ତଦନ୍ତ କରୁଛି । ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking