26.7 C
Bhubaneswar
Friday, April 19, 2024
Homeଅପରାଧସ୍ମାର୍ଟ ସିଟି ଭୁବନେଶ୍ୱରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ସ୍ମାର୍ଟ ସିଟି ଭୁବନେଶ୍ୱରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର : ରାଜ୍ୟ ରେ ଦିନକୁ ଦିନ ହତ୍ୟା , ଦିନଦିପହରେ ଗୁଳି ମାଡ଼ ଆଦି ଅମାନୁସାଙ୍ଗିକ କାର୍ଯ୍ୟ ବଢ଼ିବାରେ ଲାଗିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୯ ଗ୍ରୀଡ୍‌କୋ କଲୋନୀ ପଡ଼ିଆରେ ଆଜି ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଗୁରୁତର ଯୁବକଙ୍କ ନାଁ ଆକାଶ କୁମାର ଦୋରା। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆକାଶଙ୍କୁ ପ୍ରାୟ ୨୦ରୁ ୩୦ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୁଲିସ୍ ସନ୍ଦେହ କରୁଛି।ପୋଲିସ ର ଛାନଭିନ ଜାରି ।
https://onakhabar.com/2020/02/15/balangir-news-37/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking