37.2 C
Bhubaneswar
Friday, April 19, 2024
Homeଅପରାଧଯୁବକଙ୍କୁ ମିଳିମିଶି ମାରିଦେଲେ !

ଯୁବକଙ୍କୁ ମିଳିମିଶି ମାରିଦେଲେ !

ଆନନ୍ଦପୁର : ପାରିବାରିକ କଳହରୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ସିକାବେଡ଼ା ଗା’ରେ ।
ସୂଚନା ଅନୁଯାୟୀ, ୨ ପରିବାର ମଧ୍ୟରେ କଳି ହୋଇଥିଲା । ହେଲେ ଏହି କଳି ଏତେ ଉଗ୍ରରୂପ ନେଲା ଯେ, ଯୁବକଙ୍କୁ କୁରାଢ଼ୀରେ ହାଣି ହତ୍ୟା କରାଯାଇଛି । ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ଆକ୍ରମଣରେ ଯୁବକଙ୍କ ଜୀବନ ଚାଲିଗଲା । ପୁଅକୁ ସଂଘବଦ୍ଧ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି । ଏ ନେଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଛି ବୋଲି ସୂଚନା ମିଳିଛି ।
https://onakhabar.com/2020/04/11/murder-case-63/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking