33.1 C
Bhubaneswar
Thursday, April 25, 2024
Homeଅପରାଧପୁତୁରାର ଶାବଳ ମାଡରେ ଦାଦା ମୃତ

ପୁତୁରାର ଶାବଳ ମାଡରେ ଦାଦା ମୃତ

ବସ୍ତା: ଦେଶରେ ଅପରାଧର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ବସ୍ତା ବ୍ଲକ ବାହାର୍ଦା ପଞ୍ଚାୟତ ପଳାସିଆ ଗ୍ରାମରେ ଏକ ବିଭସ୍ଥ ହତ୍ୟାକାଣ୍ଡ ଘଟିଛି । ପୁତୁରାର ଶାବଳ ମାଡରେ ଦାଦାର ମୃତ୍ୟୁ ଘଟିଛି ।
ମୃତକ ଦାଦା ଜଣକ ହେଲେ ଭାଗବତ ମହାପାତ୍ର ଓ ତାଙ୍କର ବୟସ ୬୫ ବର୍ଷ ବୋଲି ଜଣା ପଡିଛି | ହତ୍ୟାକାରୀ ପୁତୁରା ଜଣକ ଦିନବନ୍ଧୁ ମହାପାତ୍ର ଏବଂ ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନଥିଲା । ମାମଲା ରୁଜ୍ଜୁ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାର ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking