38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶମୁମ୍ବାଇର ଘାଟକୋପରରେ ଅଗ୍ନିକାଣ୍ଡ : ୨ ମୃତ

ମୁମ୍ବାଇର ଘାଟକୋପରରେ ଅଗ୍ନିକାଣ୍ଡ : ୨ ମୃତ

ମୁମ୍ବାଇ : ମୁମ୍ବାଇର ଘାଟକୋପରର ଏକ କାରଖାନାରେ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରୁ ୨ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣେ ମହିଳା ଓ ଜଣେ ପୁରୁଷ ହୋଇଥିବାବେଳେ ଆଉ ଜଣେ ବ୍ୟକ୍ତିଙ୍କର ଏପର‌୍ୟ୍ୟନ୍ତ ପତ୍ତା ମିଳୁନାହିଁ। ନିଆଁ ଲିଭାଇବା କାର‌୍ୟ୍ୟରେ ୧୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି।
https://onakhabar.com/2019/12/24/fire-broke-out-in-two-factories/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking