31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗନାତି ସହ ନଜର ଆସିଲେ ମୁକେଶ ଅମ୍ବାନୀ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

ନାତି ସହ ନଜର ଆସିଲେ ମୁକେଶ ଅମ୍ବାନୀ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଏବେ ଜେଜେବାପା ବନିଯାଇଛନ୍ତି । ସୋସିଆଲ ମିଡିଆରେ ନାତି ସହ ତାଙ୍କର ପ୍ରଥମ ଫଟୋ ଆସିଯାଇଛି । ରାଜ୍ୟସଭା ସଦସ୍ୟ ଓ ଇଣ୍ଡ୍ରଷ୍ଟିଆଲିଷ୍ଟ ପରିମଲ ନାଥବାନୀ ନାତି ସହ ମୁକେଶ ଅମ୍ବାନୀଙ୍କ ଫଟୋ ଟ୍ୱିଟ କରି ପୁରା ଅମ୍ବାନୀ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି, ବେବି ବଏର ଜନ୍ମରେ ଶ୍ଲୋକା ଓ ଆକାଶ ଆମ୍ବାନୀଙ୍କୁ ଶୁଭେଚ୍ଛା । ମୁଁ ଶ୍ରୀ ମୁକେଶ ଭାଇ, ନିତା ଭାଭୀ ଏବଂ ପୁରା ଅମ୍ବାନୀ ପରିବାରକୁ ନୂଆ ସଦସ୍ୟର ଆଗମନରେ ଶୁଭକାମନା ଜଣାଉଛି । ଫଟୋରେ ମୁକେଶ ଅମ୍ବାନୀ ନିଜ ନାତିକୁ କୋଳରେ ଧରି ନଜର ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking