ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଇସ୍ତଫା ପତ୍ର ପଠାଇଲେ ସାଂସଦ ମିମି ଚକ୍ରବର୍ତ୍ତୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖକୁ ମିମି ଚକ୍ରବର୍ତ୍ତୀ ଇସ୍ତଫା ପତ୍ର ପଠାଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ମିମି ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ଯାଦବପୁର ଆସନରୁ ବିଜୟୀ ହୋଇଥିଲେ। ବର୍ତ୍ତମାନ ନିଜ ଆସନରେ ଟିଏମ୍‌ସିର ସ୍ଥାନୀୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା କହିଛନ୍ତି। ତେବେ ସେ ନିଜ ଇସ୍ତଫା ପତ୍ରକୁ ଲୋକସଭା ଅଧ୍ୟକ୍ଷକୁ ଦେଇ ନାହାନ୍ତି। ତେଣୁ ବୈଷୟିକ ଦୃଷ୍ଟିରୁ ସେ କେବଳ ତାଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହାକୁ ଏକ … Continue reading ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଇସ୍ତଫା ପତ୍ର ପଠାଇଲେ ସାଂସଦ ମିମି ଚକ୍ରବର୍ତ୍ତୀ