ଏଥିକ୍ସ କମିଟିରେ ସାଂସଦ ମହୁଆଙ୍କ ମାମଲା; ୨୬ରେ ଶୁଣାଣି, ନିଶିକାନ୍ତ ଓ ଜୟ ଆନନ୍ଦଙ୍କୁ ସମନ୍
ନୂଆଦିଲ୍ଲୀ: ଶିଳ୍ପପତିଙ୍କ ନିକଟରୁ ଲାଞ୍ଚ ନେଇ ଲୋକସଭାରେ ପ୍ରଶ୍ନ ପଚାରୁଥିବାରୁ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ମହୁଆ ମୈତ୍ରଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି । ବାଚସ୍ପତି ଓମ୍ ବିର୍ଲା ଏହି ମାମଲା ଏଥିକ୍ସ କମିଟିକୁ ପଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତମାସ ୨୬ରେ ମାମଲାର ଶୁଣାଣି କରାଯିବ ବୋଲି କମିଟି ଧାର୍ଯ୍ୟ କରିଥିବାବେଳେ ଦୁଇ ଅଭିଯୋଗକାରୀ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଆଇନଜୀବୀ ଜୟ ଆନନ୍ଦ ଦେହାଦ୍ରାଇଙ୍କୁ ଉକ୍ତ ଦିନ ହାଜର ହେବାକୁ ସମନ୍ … Continue reading ଏଥିକ୍ସ କମିଟିରେ ସାଂସଦ ମହୁଆଙ୍କ ମାମଲା; ୨୬ରେ ଶୁଣାଣି, ନିଶିକାନ୍ତ ଓ ଜୟ ଆନନ୍ଦଙ୍କୁ ସମନ୍
Copy and paste this URL into your WordPress site to embed
Copy and paste this code into your site to embed