ଜନ୍ମମାଟିର ବିକାଶ ପାଇଁ କିଛି କରିନାହାନ୍ତି ଧର୍ମେନ୍ଦ୍ର: ବିଜେଡି

 ଢେଙ୍କାନାଳ ଅନୁଗୁଳର ବିକାଶରେ ଅବଦାନ ଶୂନ  ଏମସିଏଲ୍‍ ଦୁର୍ନୀତି ପ୍ରତି ଆଖି ବୁଜି ଦେଇଛନ୍ତି  ବିହାର ଓ ମଧ୍ୟପ୍ରଦେଶ ପ୍ରତି ଅହେତୁକ ଦୁର୍ବଳତା  ନିର୍ବାଚନ ଆସିଲେ ଓଡିଶା ଆସି ରାଜନୀତି କରୁଛନ୍ତି ଭୁବନେଶ୍ୱର : ଜନ୍ମମାଟି ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି । ନଅ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ କାଳରେ ଏହି ଦୁଇ ଜିଲ୍ଲା ପାଇଁ କ’ଣ ସବୁ କରିଛ … Continue reading ଜନ୍ମମାଟିର ବିକାଶ ପାଇଁ କିଛି କରିନାହାନ୍ତି ଧର୍ମେନ୍ଦ୍ର: ବିଜେଡି