ତେଲମାରି ରାଜ୍ୟସଭା ଯାଇଛନ୍ତି: ଦେବାଶିଷ
ଭୁବନେଶ୍ୱର: ଚିଠି ଲେଖିବା ପରେ ବର୍ଷିଲେ ସାଂସଦ ଦେବାଶିଷ ସାମନ୍ତରାୟ । ୱକଫ ବିଲ ବେଳୁ ଦଳର ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ କହିଲେ । ୱକଫ ବିଲକୁ ବିରୋଧ ପାଇଁ ନବୀନ ବାବୁ କହିଥିଲେ । ସମସ୍ତେ ୱାକଫ ବିଲ ସପକ୍ଷରେ ଭୋଟ ଦେଇଦେଲେ । ବିରୋଧୀ ତାଚ୍ଛଲ୍ୟ କଲେ, ଆମେ ତଳକୁ ହୋଇଗଲୁ । କିଛି ରାଜ୍ୟସଭା ସାଂସଦ ବିରୋଧ କରିବା ପ୍ରଶ୍ନରେ ମଧ୍ୟ ମତ ରଖିଲେ । ସେମାନେ କଣ ରାଜନେତା , ତେଲମାରି … Continue reading ତେଲମାରି ରାଜ୍ୟସଭା ଯାଇଛନ୍ତି: ଦେବାଶିଷ
Copy and paste this URL into your WordPress site to embed
Copy and paste this code into your site to embed