28.1 C
Bhubaneswar
Thursday, March 28, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର-କଟକ ରେ ମେଟ୍ରୋ ରେଲ ସିଷ୍ଟମକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଟ୍ୱିନ ସିଟିରେ ଜନସଂଖ୍ୟା ବଢ଼ୁଥିବାରୁ ମେଟ୍ରୋ ଟ୍ରେନର ଆବଶ୍ୟକତା ରହିଛି । ମେଟ୍ରୋ ରେଲ ପିଲିସି-୨୦୧୭ ଅନୁସାରେ ଟ୍ୱିନ ସିଟିରେ ସୁବିଧା ଦରକାର । ରାଜ୍ୟ ସରକାର ଡି ଆରପି ପ୍ରସ୍ତୁତ କରି ତୁରନ୍ତ ମହୁଆକୁ ପଠାନ୍ତୁ । ମୁ ନିଜେ ମଧ୍ୟ ଏ ନେଇ ମହୁଆକୁ ଚିଠି ଲେଖି ଅନୁରୋଧ କରିସାରିଛି ।

ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ସାୱନ୍ତଙ୍କ ତେରେଛା ବାଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking