27.1 C
Bhubaneswar
Thursday, April 25, 2024
Homeଓଡିଶାଚାଲି ଚାଲି ଗଲେ ଅପରାଜିତା

ଚାଲି ଚାଲି ଗଲେ ଅପରାଜିତା

ଗଞ୍ଜାମ :ତାରାତାରିଣୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡିକୁ ମିଳିଲାନି ଅନୁମତି । ମନ୍ଦିରର ୩ କିମି ପୂର୍ବରୁ ଅପରାଜିତାଙ୍କ ଗାଡିକୁ ଅନୁମତି ଦେଲାନି ପ୍ରଶାସନ । ପାହାଡ ରାସ୍ତାରେ ଚାଲି ଚାଲି ମନ୍ଦିର ଗଲେ ଅପରାଜିତା ଷଡଙ୍ଗୀ । ନିଜ ସମର୍ଥକ ଓ ବିଜେପି କର୍ମୀଙ୍କ ସହ ଚାଲି ଚାଲି ଗଲେ ଅପରାଜିତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking