ଘୁଞ୍ଚିଲା ୟୁଜିସି-ଏନ୍‌ଇଟି ପରୀକ୍ଷା ଆବେଦନ ସମୟ

ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ୟୁଜିସି-ଏନ୍‌ଇଟି ଡିସେମ୍ବର ୨୦୨୩ ପରୀକ୍ଷା ଆବେଦନ ସମୟ ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନ ସମୟ ଅକ୍ଟୋବର ୨୮ତାରିଖ ଥିବା ବେଳେ ଏବେ ତାହା ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ତାରିଖ ରାତି ୧୧ଟା ୫୯ ଭିତରେ ଆବେଦନ କରିପାରିବେ । ସେହିଭଳି ଏହି ସମୟ ମଧ୍ୟରେ ପରୀକ୍ଷା ଫି’ … Continue reading ଘୁଞ୍ଚିଲା ୟୁଜିସି-ଏନ୍‌ଇଟି ପରୀକ୍ଷା ଆବେଦନ ସମୟ