ନବଜାତ ଶିଶୁକନ୍ୟାକୁ ପାଇଖାନାରେ ଛାଡ଼ି ପଳାଇଲା ମା’
ବଲାଙ୍ଗିର : ମରିଗଲା ମା’ର ମମତା। ଶିଶୁକନ୍ୟାକୁ ପ୍ରସବ କରିବାର ମାତ୍ର କେଇ ମୂହୁର୍ତ୍ତ ପରେ ସବୁ ସମ୍ପର୍କ ତୁଟାଇ କନ୍ୟା ରତ୍ନକୁ ମରଣ ମୁହଁକୁ ଠେଲି ଦେଲା ମା’।ନବଜାତ ଶିଶୁକନ୍ୟାକୁ ପାଇଖାନାରେ ଛାଡ଼ି ପଳାଇଲା। ଏପରି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ। ମେଡିକାଲର ଶୌଚାଳୟ ଜଣେ ମହିଳା ପ୍ରସବ କରି ଶିଶୁକନ୍ୟାଟିକୁ ଛାଡ଼ି ପଳାଇଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଫିମେଲ … Continue reading ନବଜାତ ଶିଶୁକନ୍ୟାକୁ ପାଇଖାନାରେ ଛାଡ଼ି ପଳାଇଲା ମା’
Copy and paste this URL into your WordPress site to embed
Copy and paste this code into your site to embed