26.1 C
Bhubaneswar
Friday, March 29, 2024
Homeଓଡିଶାଚାପୁଡ଼ା ମାରିଲା ପୁଅ, ଚାଲିଗଲା ମା’ର ଜୀବନ

ଚାପୁଡ଼ା ମାରିଲା ପୁଅ, ଚାଲିଗଲା ମା’ର ଜୀବନ

ସୁନ୍ଦରଗଡ଼ : ଆଜିର ସମୟରେ ଏଭଳି ଅନେକ ଖବର ସାମ୍ନାକୁ ଆସୁଛି । ଯେଉଁଠାରେ ନିଜ ରକ୍ତର ସଂପର୍କ ମଧ୍ୟରେ ଫାଟ ଦେଖିବାକୁ ମିଳୁଛି । ଏବେ ଏଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ପୁଅହିଁ ନିଜ ମା’କୁ ହତ୍ୟା କରିଛି । ତାହା ପୁଣି ସାମାନ୍ୟ ବଚସାକୁ ନେଇ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ବୀରମିତ୍ରପୁର ଗୁଆଲା ବସ୍ତିରେ । ଯେଉଁଠାରେ ଜଣେ ଯୁବକ ସାମାନ୍ୟ ବଚସାକୁ ନେଇ ନିଜ ମା’ କୁ ଚାପୁଡ଼ା ମାରିଥିଲେ । ଆଉ ଚାପୁଡ଼ା ମାଡ଼ରେ ମା’ଙ୍କର ମୃତ୍ୟୁ ହୋଇଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking