ରାସ୍ତାରେ ଉଲଗ୍ନ ବୁଲିଲେ ମା’, ଝିଅ: ସାମ୍ନାକୁ ଆସିଲା ଛାତି ଥରାଇ ଦେଲା ଭଳି କାହାଣୀ….

ସୁନ୍ଦରଗଡ଼ : ରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମା’, ଝିଅଙ୍କ ସମ୍ପର୍କରେ ଛାତି ଥରାଇ ଦେଲା ଭଳି କାହାଣୀ ସାମ୍ନାକୁ ଆସିଛି। ମା’, ଝିଅଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ରୁ ଉଦ୍ଧାର ଦୁଇ ମହିଳାଙ୍କ ସମ୍ପର୍କରେ ଏଭଳି କିଛି ସୂଚନା ମିଳିବା ପରେ ଏବେ ସମସ୍ତଙ୍କ ହୋସ୍ ଉଡ଼ି ଯାଇଛିା ଝିଅ ପାଟିରୁ କଥା ବାହାରୁ ନଥିବା ବେଳେ ଅଳ୍ପ କିଛି କଥା କହିଛନ୍ତି ମା’। ଏମାନଙ୍କ ଘର ଝାଡ଼ଖଣ୍ଡରେ। ଘରେ ଆଉ ଦୁଇ ଝିଅ … Continue reading ରାସ୍ତାରେ ଉଲଗ୍ନ ବୁଲିଲେ ମା’, ଝିଅ: ସାମ୍ନାକୁ ଆସିଲା ଛାତି ଥରାଇ ଦେଲା ଭଳି କାହାଣୀ….