ପୁଅର ମୃତଦେହକୁ ସାଥିରେ ବୋହି ମା’ ମାଗୁଛି ସାହାଯ୍ୟ

ଲକ୍ଷ୍ନୌ: ପୁଅର ମୃତଦେହ ସତ୍କାର ପାଇଁ ସହାୟତା ଭିକ୍ଷା କରୁଛି ଜଣେ ବୃଦ୍ଧା ମା’ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ । ଭାଇରାଲ ଭିଡିଓରେ ଜଣେ ବୟସ୍କା ମା ନିଜ ପୁଅର ମୃତ ଦେହକୁ ଠେଲା ଗାଡିରେ ରଖି ମୃତଦେହ ସଂସ୍କାର ପାଇଁ ଆର୍ôଥକ ସାହାଯ୍ୟ ଭିକ୍ଷା କରୁଥିବା ଦେଖାଯାଉଛି । ଏହି ଭିଡିଓଟି ଉତ୍ତରପ୍ରଦେଶର ଜିଲ୍ଲା ମିରଟ ଅଞ୍ଚଳର ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ … Continue reading ପୁଅର ମୃତଦେହକୁ ସାଥିରେ ବୋହି ମା’ ମାଗୁଛି ସାହାଯ୍ୟ