33.1 C
Bhubaneswar
Thursday, April 25, 2024
Homeଓଡିଶାତାଳ ଗଛ ରେ ପିଟିହେଲା କାର ମା ଓ ଦୁଇ ଝିଅ ମୃତ

ତାଳ ଗଛ ରେ ପିଟିହେଲା କାର ମା ଓ ଦୁଇ ଝିଅ ମୃତ

କଳାହାଣ୍ଡି : ଜିଲ୍ଲା କେସିଙ୍ଗା ଥାନା ଏନ ୨୬ ଚାଂଚେର ନିକଟରେ ଏକ ମର୍ମନ୍ତୁ ସଡକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣା ହେବା ଫଳରେ ମା ଓ ଦୁଇ ଶିଶୁ ଙ୍କ ମୃତ୍ୟୁ ଘଟିଛି। ଭବାନୀପାଟଣା ରୁ ଟିଟିଲାଗଡ଼ ଅଭିମୁଖେ ନିଜ ଘରକୁ ଏକ ସୁଇଫ୍ଟ କାର ରେ ଯାଉଥିବା ସମୟରେ ଚାଞ୍ଚେର ନିକଟରେ ଭାରସାମ୍ୟ ହରାଇ ଏକ ତାଳ ଗଛରେ ପିଟିହୋଇଯିବା ଫଳରେ ଗୋଟିଏ ପରିବାର ର ଦୁଇ କୁନି ଝିଅ ସହ ମା ଙ୍କ ମୃତ୍ୟୁ ଘଟିଛି।ଖବର ପାଇ କେସିଙ୍ଗା ପୋଲିସ ତଦନ୍ତ କରୁଛି।ବାପା ମଧ୍ୟ ଗୁରୁତର ଆହତ ହୋଇ କେସିଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମୃତକ ହେଲେ ୩୮ ବର୍ଷୀୟା ଆନନ୍ଦିନୀ ମିଶ୍ର ମା,୧୧ ବର୍ଷୀୟା ରୋଜି ଦାସ,୧୧ ବର୍ଷୀୟା ଏଲି ଦାସ, ଙ୍କ ମୃତ୍ୟୁ,ପୁତୁରା ବାଦଲ ବିକାଶ ମିଶ୍ର, ଗୁରୁତର ଓ ଡ୍ରାଇଭର୨୩ ଅରୁଣ ବିଶି ଆହତ ହୋଇ କେସିଙ୍ଗା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking