ମାଆଝିଅଙ୍କ ମୃତ୍ୟୁ ଘଟଣା: ଦୁର୍ଘଟଣା ନୁହଁ, ହତ୍ୟା ସନ୍ଦେହ

ଯାଜପୁର: ଯାଜପୁରରେ ଗତକାଲି ଦୁର୍ଘଟଣାରେ ମାଆଝିଅଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି । ଏହା ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଭାବେ ମାଆଝିଅଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ପାଟିତୁଣ୍ଡ ଓ ଏହାପରେ ମାଆଝିଅଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲା ଅଭିଯୁକ୍ତ । ସୂଚନା ଅନୁଯାୟୀ, ସୁକିନ୍ଦା ଅଞ୍ଚଳର ଶ୍ରୀତିକା ଚକ୍ରବର୍ତ୍ତି ଝିଅ ସୋନାଲି ଚକ୍ରବର୍ତ୍ତିଙ୍କ ସହ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ କେନ୍ଦ୍ରପଡ଼ା ଯାଇଥିଲେ । ଝିଅ … Continue reading ମାଆଝିଅଙ୍କ ମୃତ୍ୟୁ ଘଟଣା: ଦୁର୍ଘଟଣା ନୁହଁ, ହତ୍ୟା ସନ୍ଦେହ