ମହିଳାଙ୍କ ଆକାଉଣ୍ଟରୁ ୧୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ସାଇବର ଠକ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନା ପାତ୍ର ନାମକ ଜନୈକା ମହିଳାଙ୍କର ଫିକ୍ସ ଡିପୋଜିଟ୍ ଓ ସେଭିଂସ୍ ଖାତାରୁ ୧୨ଲକ୍ଷ ୪୫ହଜାର ଟଙ୍କା ସାଇବର ଅପରାଧୀ ଠକି ନେଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ସହରର ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କରେ ତାଙ୍କର ୧୦ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍ ଓ ୨ଲକ୍ଷ ୫୦ହଜାର ଟଙ୍କାର ସେଭିଂସ୍ ଆକାଉଣ୍ଟ ଥିଲା । ଗତ ୨୮ତାରିଖରେ ଫିକ୍ସ ଡିପୋଜିଟ୍ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଚାଲିଯିବା ପରେ ଆଜି ୨୯ତାରିଖରେ … Continue reading ମହିଳାଙ୍କ ଆକାଉଣ୍ଟରୁ ୧୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ସାଇବର ଠକ