37.1 C
Bhubaneswar
Thursday, March 28, 2024
Homeକରୋନାଦେଶରେ ଦିଆଗଲାଣି ୧୫୮ କୋଟିରୁ ଅଧିକ ଡୋଜ କୋଭିଡ ଟିକା

ଦେଶରେ ଦିଆଗଲାଣି ୧୫୮ କୋଟିରୁ ଅଧିକ ଡୋଜ କୋଭିଡ ଟିକା

ନୂଆଦିଲ୍ଲୀ : ଦେଶରେ ଆଜି ସୁଦ୍ଧା ୧୫୮ କୋଟି ୮୮ ଲକ୍ଷ ୪୭ ହଜାର ୫୫୪ ଡୋଜ କୋଭିଡ ଟିକା ଦିଆଯାଇଛି। ଗତକାଲି ଗୋଟିଏ ଦିନରେ ୭୬ ଲକ୍ଷ ୩୫ ହଜାର ୨୨୯ ଡୋଜ ଟିକା ଦିଆଯାଇଛି। ଏ ପର୍ଯ୍ୟନ୍ତ ୯୧ କୋଟି ୭୮ ଲକ୍ଷ ୯୧ ହଜାର ୮୪୬ ଡୋଜ ପ୍ରଥମ ଟିକା , ୬୬ କୋଟି ୫୭ ଲକ୍ଷ ୮୧ ହଜାର ୮୮୨ ଡୋଜ ଦ୍ଵିତୀୟ ଟିକା ଓ ୫୫ ଲକ୍ଷ ୩୭ ହଜାର ୮୬୩ ବୁଷ୍ଟର ଡୋଜ ଟୀକା ଦିଆଯାଇଛି। ଦେଶର ୮୬ ହଜାର ୧୦୯ଟି ଟିକାକରଣ କେନ୍ଦ୍ରରେ ଦିଆଯାଉଛି କୋଭିଡ ଟିକା । ରାଜ୍ୟରେ ଆଜି ସୁଦ୍ଧା ଦିଆଗଲାଣି ୫ କୋଟି ୪୬ ଲକ୍ଷ ୯୩ ହଜାର ୮୦୮ ଡୋଜ କୋଭିଡ ଟିକା । ଏଥିରେ ୩ କୋଟି ୧୩ ଲକ୍ଷ ୧୬ ହଜାର ୫୫୯ ଡୋଜ ପ୍ରଥମ ଟିକା , ୨ କୋଟି ୩୧ ଲକ୍ଷ ୫୯୧ ଡୋଜ ଟିକା ଓ ୨ ଲକ୍ଷ ୭୬ ହଜାର ୬୫୮ ଡୋଜ ବୁଷ୍ଟର ଟିକା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking