29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଜମ୍ମୁ ଓ କଶ୍ମୀରରୁ ପ୍ରତ୍ୟାହାର ହେବେ ୧୦ ହଜାରରୁ ଅଧିକ ଯବାନ

ଜମ୍ମୁ ଓ କଶ୍ମୀରରୁ ପ୍ରତ୍ୟାହାର ହେବେ ୧୦ ହଜାରରୁ ଅଧିକ ଯବାନ

ନୂଆଦିଲ୍ଲୀ :  ଜମ୍ମୁ ଓ କଶ୍ମୀରରୁ ପ୍ରାୟ ୧୦ ହଜାର ସୁରକ୍ଷାବଳ ପ୍ରତ୍ୟାହାର ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏସବୁ ସୁରକ୍ଷାବଳ ଗତ ବର୍ଷ ଅଗଷ୍ଟ ମାସରେ ଧାରା ୩୭୦ ପ୍ରତ୍ୟାହାର ଘୋଷଣା ପୂର୍ବରୁ ମୁତୟନ ହୋଇଥିଲେ ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଜମ୍ମୁ ଓ କଶ୍ମୀରରେ ମୁତୟନ ଥିବା ୧୦୦ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ)କୁ ତୁରନ୍ତ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking