31.1 C
Bhubaneswar
Friday, March 29, 2024
Homeଓଡିଶାଅଧା ଓଡିଶା ଛାଡିଲା ମୌସୁମୀ

ଅଧା ଓଡିଶା ଛାଡିଲା ମୌସୁମୀ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡିଶାର ଅନେକ ଅଂଚଳରୁ ବିଦାୟ ନେଲା ମୌସୁମୀ । ୮ଟି ଜିଲ୍ଲା ସଂପୂର୍ଣ୍ଣ ଓ ୮ ଜିଲ୍ଲାରୁ ଆଂଶିକ ଭାବରେ ମୌସୁମୀ ବିଦାୟ ନେଇଛି । ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁରରୁ ବିଦାୟ ନେଇଛି । ବରଗଡ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡାରୁ ବି ମୌସୁମୀ ଯାଇଛି । ପାଗ ଅନୁକୂଳ ରହିଲେ ଆଗାମୀ ୨ ଦିନରେ ପୂରା ଓଡିଶା ଛାଡିବ ମୌସୁମୀ । ଆସନ୍ତା ୨୮ ସୁଦ୍ଧା ସାରା ଦେଶରୁ ମୌସୁମୀ ବିଦାୟ ନେବ ବୋଲି ଆକଳନ କରାଯାଉଛି । ମୌସୁମୀ ବିଦାୟ ନେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking