20.1 C
Bhubaneswar
Sunday, December 7, 2025
Homeଓଡିଶାଆସୁଛି ମୋନ୍ଥା:  ପାରାଦୀପରେ ସତର୍କ ସୂଚନା

ଆସୁଛି ମୋନ୍ଥା:  ପାରାଦୀପରେ ସତର୍କ ସୂଚନା

ଜଗତସିଂହପୁର: ବାତ୍ୟା ମୋନ୍ଥା ପାଇଁ  ପାରାଦୀପରେ  ସତର୍କ ସୂଚନା ଜାରି । ମାଇକ ଦ୍ୱାରା  ସତର୍କ କରାଇଲେ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ । ନେହେରୁବଙ୍ଗଳା ପିସିଂ ହାର୍ବର , ଅଠରବାଙ୍କି, ଷଣ୍ଢକୁଦରେ ପ୍ରତାର କରାଯାଇଛି ।  ନୂଆବଜାର, ଚୌମୁହାଣି  ଅଞ୍ଚଳରେ ବି ମାଇକ ଦ୍ୱାରା ପ୍ରଚାର କରାଯାଇଛି । ୨୯ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ଅପିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking