କର୍ଣ୍ଣାଟକରେ ବୃଦ୍ଧି ପାଇବାରେ ଲାଗିଛି ମଙ୍କି ଫିଭର୍‌

ନୂଆଦିଲ୍ଲୀ: କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ମଙ୍କି ଫିଭରର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ମୂତାବକ କର୍ଣ୍ଣାଟକରେ ମଙ୍କି ଫିଭର ଯୋଗୁଁ  ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍‌ ୪୯ଟି ମାମଲା ସାମ୍ନାକୁ ଆସିଛି। ଏହି ଜୀବାଣୁ ବ୍ୟାପିବା ପରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହାର ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ସାଧାରଣତଃ ପଶୁମାନଙ୍କଠାରୁ ମଣିଷମାନଙ୍କୁ ବ୍ୟାପିପାରେ । ମାଙ୍କଡ ମାନଙ୍କ ଶରୀରରେ ମିଳୁଥିବା … Continue reading କର୍ଣ୍ଣାଟକରେ ବୃଦ୍ଧି ପାଇବାରେ ଲାଗିଛି ମଙ୍କି ଫିଭର୍‌