ମୋକିମଙ୍କ ନିର୍ବାଚନ ଅସିଦ୍ଧ

କଟକ : ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟ୍‌କା । ମହମ୍ମଦ ମୋକିମଙ୍କ ନିର୍ବାଚନଙ୍କୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ଅପରାଧିକ ମାମଲାରେ ସବିଶେଷ ତଥ୍ୟ ଦେଇନଥିବାରୁ ମହମ୍ମଦ ମୋକିମଙ୍କୁ ଅସିଦ୍ଧ ଘୋଷଣା କରାଯାଇଛି । ମୋକିମଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ । ନାମାଙ୍କନ ବେଳେ ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ କରିଥିଲେ ଦେବାଶିଷ ସାମନ୍ତରାୟ । ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଗ୍ରିଡ୍‌ ଆଗରେ ଧାରଣା ଦେଲେ ମହିଳା