ଭୁବନେଶ୍ୱର : ଆଜି କଟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବେ ମୋକିମ | ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ବର୍ଜନ ନିଷ୍ପତି | ନେତାଜୀ ଟର୍ମିନାଲ କାମ ସରିନାହିଁ, ତରବରିଆ ଉଦଘାଟନ ହେଉଛି | ବସ ଟର୍ମିନାଲରେ ଓଡିଶା ତଥା କଟକବାସୀଙ୍କୁ ଅଣଦେଖା ହେଉଛି |ଓଡ଼ିଆ ଠିକାଦାର , ଓଡ଼ିଆ ବ୍ୟବସାୟୀଙ୍କୁ ଅଣଦେଖା କରାଯାଉଛି | କଟକିଆ ଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟକ୍ରମ ବର୍ଜନ କରୁଥିବା କହିଲେ ମୋକିମ |