୬ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ‘ମୋକା’
ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ଗତି କରୁଛି ସାମୁଦ୍ରିକ ଝଡ଼ ମୋକା । ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ମୋକା । ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ମୋକା । ପୋର୍ଟ ବ୍ଲେୟାରର ପଶ୍ଚି-ଉତ୍ତର ପଶ୍ଚିମର ୫୨୦ କିଲୋମିଟର ଏବଂ ବାଂଲାଦେଶର କକ୍ସ ବଜାରଠାରୁ ୧ ହଜାର ୩୦ କିଲୋମିଟର ତଥା ମିଆଁମାରର ସିତଓ୍ବେ ଠାରୁ ୯୫୦ କିଲୋମିଟର ଦୂରରେ ରହିଛି ମୋକା । ଆସନ୍ତା ୬ ଘଣ୍ଟାରେ ଭେରି … Continue reading ୬ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ‘ମୋକା’
Copy and paste this URL into your WordPress site to embed
Copy and paste this code into your site to embed