ମୋଦିଙ୍କ ପ୍ରଶଂସା କଂଗ୍ରେସକୁ କଷ୍ଠ: ଜେପି ନଡ୍ଡା

ଭବାନୀପାଟଣା: ଭବାନୀପାଟଣାରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଉଦ୍‌ବୋଧନ । ଜୟ ଜଗନ୍ନା୍ କହତ ଅଭିଭାଷଣ ଦେଲେ ନଡ୍ଡା । ବାହାନଗା ଟ୍ରେନ ଟ୍ରାଜେଡି ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସାରା ବିଶ୍ୱ ମାନୁଛି । ନୋବେଲ ବିଜେତା ପଲ୍ ରୋମର ବି ମୋଦିଙ୍କ ପ୍ରଶଂସାରେ ଶତମୁଖି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବସ୍ କହି ସମ୍ବୋଧନ କରିଥିଲେ । ସାରା ଦୁନିଆ ମୋଦିଙ୍କୁ ପ୍ରଶଂସା କରୁଛି,କିନ୍ତୁ ଏଠାରେ ଆମ … Continue reading ମୋଦିଙ୍କ ପ୍ରଶଂସା କଂଗ୍ରେସକୁ କଷ୍ଠ: ଜେପି ନଡ୍ଡା