ଓଡିଶାକୁ ମୋଦୀଙ୍କ ଭଲପାଇବା ପ୍ରମାଣିତ – ରାଜନାଥ

ବ୍ରହ୍ମପୁର : ବ୍ରହ୍ମପୁର ସମାବେଶରେ ରାଜନାଥ ସିଂଙ୍କ ବକ୍ତବ୍ୟ । ଓଡିଶାକୁ ପ୍ରଧାନମନ୍ତ୍ରୀ କେତେ ଭଲ ପାଆନ୍ତି ଜି-୨୦ ରୁ ଦେଖିଲେ ରାଜ୍ୟବାସୀ । ଜି-୨୦ ରେ କୋଣାର୍କ ଚକ୍ରକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି । ଦେଶ ଆମ ପାଇଁ ପ୍ରାଥମିକତା , ରାଜନୀତି ନୁହେଁ  ବୋଲି କହିଲେ । ଦେଶ ଗଠନ ପାଇଁ ଆମେ ରାଜନୀତି କରୁଛୁ ବୋଲି କହିଲେ । ଆମ ସରକାର ଡରିକି ନୁହେଁ , ହିମ୍ମତର ସହ କାମ … Continue reading ଓଡିଶାକୁ ମୋଦୀଙ୍କ ଭଲପାଇବା ପ୍ରମାଣିତ – ରାଜନାଥ