26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶଇନଷ୍ଟାଗ୍ରାମରେ ଘୁରି ବୁଲିଲା ମୋଦୀଙ୍କ ମୟୂର ପ୍ରେମ

ଇନଷ୍ଟାଗ୍ରାମରେ ଘୁରି ବୁଲିଲା ମୋଦୀଙ୍କ ମୟୂର ପ୍ରେମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ କିପରି ମୟୂର ସହ ସମୟ କଟାଉଛନ୍ତି ତାହା ଏବେ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଏବେ ଏକ ଭିଡିଓ ଦର୍ଶାଉଛି ମୋଦିଙ୍କ ମୟୂର ପ୍ରତି ଥିବା ପ୍ରେମ। ଉକ୍ତ ଭିଡିଓରେ ମୋଦି କିପରି ମୟୂରଙ୍କୁ ଦାନା ଖାଇବାକୁ ଦେଉଛନ୍ତି ମର୍ଣ୍ଣିଂ ଓ୍ବାକରେ ତାଙ୍କ ସହ ଚାଲୁଛନ୍ତି ଏହା ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏମିତି ଗାଁ ପରିବେଶ ସୃଷ୍ଟ କରାଯାଇଛି ଯେ ଯେଉଁଠି ପକ୍ଷୀମାନେ ସ୍ନେହରେ ବାନ୍ଧି ହୋଇ ରହିଛନ୍ତି। ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ତେଣୁ ମୟୁରମାନେ ବି ଭୟ ନକରି ଖୁବ୍‌ ଖୁସିରେ ମୋଦୀଙ୍କ ବାସଭବନ ପରିସରରେ ବୁଲୁଥିବା ଦେଖିବାକୁ ମିଳୁଛି।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking