34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୫ ରୁ ୧୦ ପ୍ରତିଶତ ବଢ଼ିପାରେ ମୋବାଇଲ ଇଣ୍ଟରନେଟ ଦର

୫ ରୁ ୧୦ ପ୍ରତିଶତ ବଢ଼ିପାରେ ମୋବାଇଲ ଇଣ୍ଟରନେଟ ଦର

ନୂଆଦିଲ୍ଲୀ: ଋଣରେ ଉବୁଟୁବୁ ହେଉଥିବା ଟେଲିକମ ସେକ୍ଟର ପାଇଁ ଆଉ କୌଣସି ବିକଳ୍ପ ନାହିଁ । ବର୍ତ୍ତମାନ ଟେଲିକମ କମ୍ପାନୀ କଲ ଏବଂ ଡାଟାର ଦର ନିର୍ଦ୍ଧାରଣ କରିବା ପାଇଁ ସ୍ୱାଧୀନ । କିନ୍ତୁ ଟେଲିକମ ରେଗୁଲେଟରି ଅଥରଟି ଏହାରି ଉପରେ ହସ୍ତକ୍ଷେପ କରିବାକୁ ନିତି ଆୟୋଗର ସିଇଓ ଅମିତାଭ କାନ୍ତ ମୋବାଇଲ ଡାଟା ଏବଂ କଲ ପାଇଁ ଅତିକମରେ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସମର୍ଥନ ଜଣାଇଛନ୍ତି ।
ଏବେ ଦେଶରେ ମୋବାଇଲ ଗ୍ରାହକଙ୍କୁ ୪ଜି ଡାଟାକୁ ପ୍ରତି ଜିବି ପିଛା ୩.୫ ଟଙ୍କା ହିସାବରେ ଖର୍ଚ୍ଚ କରିବାକୁ ପଡୁଛି । ଏବେ କିନ୍ତୁ ଟେଲିକମ କମ୍ପାନୀମାନେ ଏହି ଦର ଆହୁରି ବଢ଼ାଇବାକୁ ଚିନ୍ତା କରୁଛନ୍ତି । ଯଦି ଟେଲିକମ କମ୍ପାନୀମାନେ ଏହି ପଦକ୍ଷେପ ନିଅନ୍ତି, ତାହେଲେ ମୋବାଇଲ ଇଣ୍ଟରନେଟ ସେବା ୫ରୁ ୧୦ ପ୍ରତିଶତ ବଢ଼ିଯାଇପାରେ ବୋଲି ଅମିତାଭ କାନ୍ତ କହିଛନ୍ତି ।
https://onakhabar.com/2020/03/12/mischief-with-cows/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking