30.1 C
Bhubaneswar
Wednesday, April 24, 2024
Homeଓଡିଶାବସ୍ ବୁଡିବାରୁ ଜଟଣୀକୁ ‘ମୋ ବସ’ ବନ୍ଦ

ବସ୍ ବୁଡିବାରୁ ଜଟଣୀକୁ ‘ମୋ ବସ’ ବନ୍ଦ

ଜଟଣୀ : ଜଟଣୀ ଯାଉଥିବା ୮ ନମ୍ବର ରୁଟ ରେ ‘ମୋ ବସ’ ଚଳାଚଳ ବନ୍ଦ । ଜଟଣୀ ଅଣ୍ଡର ପାସରେ ମୋ ବସ ପାଣିରେ ଫସିବାରୁ କ୍ରୁଟର ନିଷ୍ପତ୍ତି ।୮ ନମ୍ବର ରୁଟ ରେ ମାଷ୍ଟର କ୍ୟାଣ୍ଟିନ ରୁ ଜଟଣୀକୁ ୧୧ଟି ବସ ଚାଲୁଥିଲା । ପ୍ରବଳ ବର୍ଷା ହେବା ଫଳରେ ପାଣିରେ ଫସି ରହିଥିଲା ମୋ ବସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking