ଜଳିଗଲା ମୋ ବସ୍‌

ନୂଆଦିଲ୍ଲୀ: ବସ୍‌ରେ ଲାଗିଲା ନିଆଁ । ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ସମୟରେ ହଠାତ୍‌ ଏକ ମୋ ବସ୍‌ରେ ନିଆଁ ଲାଗିଯାଇଛି । ବେଦବ୍ୟାସ ନିକଟ ଟିସିଆଇ ଛକରେ ଏହି ଅଘଟଣ ଘଟିଛି । ସୌଭାଗ୍ୟବଶତଃ ବସ୍‌ରେ ଥିବା ଯାତ୍ରୀମାନେ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ପରେ ତୁରନ୍ତ ଦମକଳ ବାହିନୀକୁ ଖବର କରାଯାଇଥିଲା । ମୋ ବସ୍‌ରେ ଯାନ୍ତ୍ରିକ ତ୍ରୁଟି ପାଇଁ ନିଆଁ ଲାଗିଥିବା କୁହାଯାଉଛି । ପ୍ରଥମେ ବସ୍‌ରେ ଧୀରେ ଧୀରେ ନିଆଁ ଲାଗିଥିଲା … Continue reading ଜଳିଗଲା ମୋ ବସ୍‌