ଯାଜପୁର :କରୋନା ମୁକାବିଲା ପାଇଁ ଆର୍ଥିକ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମିଲ ହେଲେ *ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ*। କରୋନା ପ୍ରତିହତରେ ଅଜସ୍ର ଅର୍ଥ ଖର୍ଚ୍ଚ ହେଉଥିବାରୁ, ନିଜର 3ମାସର ଦରମା ପ୍ରଦାନ କରିଛନ୍ତି ବିଧାୟକ ଘଡ଼ାଇ।*ବିଶ୍ୱ ମହାମାରୀ କରୋନା* ବିରୋଧରେ ଲଢ଼େଇରେ,ନିଜର ଆର୍ଥିକ ଦାୟିତ୍ୱ ନିର୍ବାହ କରି,ସମସ୍ତଙ୍କ ସୁରକ୍ଷିତ ଜୀବନ କାମନା କରିଛନ୍ତି ସୁକିନ୍ଦା ବିଧାୟକ ଶ୍ରୀ ଘଡ଼ାଇ ।
https://onakhabar.com/2020/03/25/jajpur-2/