ସଭା ଅଧାରୁ ଉଠିଗଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର : ସଭା ଅଧାରୁ ଚାଲିଆସିଲେ ବିଧାୟକ ନରସିଂହ ମିଶ୍ର । କହିବାକୁ ସୁଯୋଗ ଦିଆ ନଯିବାରୁ ମଢ୍‌ଚରୁ ଚାଲିଆସିଲେ ନରସିଂହ ମିଶ୍ର । ବିବିଏମସିର ସ୍ଥାୟୀ ହସ୍ପିଟାଲ ଉଦଘାଟନ ଉତ୍ସବକୁ ବୟକଟ୍ । କାମ ସରିନି, ସ୍ଥାନୀୟ ବିଧାୟକ ଭାବେ କହିବାକୁ ସୁଯୋଗ ଦିଆଗଲାନି । ରାଜନୀତି ଛାଡିବେ ଗମ୍ଭୀର