ବିଧାୟକ ବାଣ୍ଟିଲେ ମଶାରୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ମୈଦଲପୁର୍ ପଞ୍ଚାୟତ ଅନ୍ତର୍ଗତ ତୁରୁଁଜିଆ ଗୁଡ଼ାରେ ବିଧାୟକଙ୍କ ଦ୍ୱାରା ମଶାରୀ ବଣ୍ଟନ କରଜାଈଛି । ସୂଚନା ଅନୁଯାୟୀ ଡାବୁଗାଁ ବିଧାୟକ ଶ୍ରୀ ଜୁକ୍ତ ମୋନହର ରନ୍ଧାରୀ, ମୈଦଲପୁର୍ ପଞ୍ଚାୟତର ସରପଞ୍ଚ ଶୁଭଲକ୍ଷ୍ମୀ ପାଞ୍ଜିଆ, ଲିଙ୍ଗରାଜ ଭତରା, ତୁରୁଞ୍ଜିଆ ଗୁଡ଼ାର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଜୁକ୍ତ ଶଶିଧର ମାଝୀ,ଏ ଏନମ ଦିଦି, ଅଶlକର୍ମୀ, ଅଙ୍ଗନୱାଡି ଦିଦି ଏଵଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଜୋଗ ଦେଈଥିଲେ । ଗ୍ରାମର ପ୍ରତ୍ୟକ ପରିବାରକୁ ଗୋଟିଏ ଗୋଟିଏ ମଶlରୀ ବିଧାୟକ ନିଜେ ପ୍ରଦାନ କରିଥିଲେ । ଶ୍ରୀଜୁକ୍ତ ରନ୍ଧାରୀ ଜନସାଧରଣଙ୍କ ନିକଟରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବାବେଳେ ଲୋକଙ୍କ ପାଁଇ କିଛି ନାକିଛି ଉନ୍ନତି ମୂଳକ କlର୍ଯ୍ୟ ସଦାସର୍ବଦା କରି ଆସୁଛନ୍ତି lକୋରନା ପରି ମହାମାରୀ ସମୟରେ ଜନସାଧରଣଙ୍କୁ ସତର୍କ ରହିବା ପାଁଇ ପରାମର୍ଶ ଦେବା ସହ ସୁଖ ଦୁଃଖ ବିସୟରେ ପଚାରି ବୁଝିଥିଲେ ।

LEAVE A REPLY

Please enter your comment!
Please enter your name here