36.7 C
Bhubaneswar
Tuesday, April 16, 2024
Homeଓଡିଶାବିଧାୟକଙ୍କ ଦ୍ଵାରା ମାସ୍କ ଓ ସାବୁନ୍ ବଣ୍ଟନ

ବିଧାୟକଙ୍କ ଦ୍ଵାରା ମାସ୍କ ଓ ସାବୁନ୍ ବଣ୍ଟନ

ବଲାଙ୍ଗୀର: ବଙ୍ଗୋମୁଣ୍ଡା ବ୍ଲକ ଠେମେରା ପଞ୍ଚାୟତ ର ଫୁଲବନ୍ଧ, ଗୋଲାବନ୍ଧ, ମଲକାସଡା, ବରକାନୀ, ଠେମେରା, ପିଟାବାହାଲ ଅଂଚଳର ୧୨୦୦ ପରିବାରକୁ ପରିବାର ପ୍ରତି ୨ଟି ମାସ୍କ୍  ଓ ଗୋଟିଏ ସାବୁନ୍ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହଯୋଗରେ ଦିଆଯାଇଛି।
ଏଥିରେ ଠେମେରା ପଞ୍ଚାୟତ ଲୀଳାବତୀ ବାଗ୍,ସମାଜସେବୀ ଲକ୍ଷ୍ମୀକାନ୍ତ ବାଗ, ବରିଷ୍ଠ ନେତା ଗଣେଶ୍ୱର ସିଂ, ଅଙ୍ଗନୱାଡ଼ି କର୍ମୀ ଲଲିତା ପାୟସିଂ, ମମତା ବେହେରା, ଆଶା କମଲା ଖର୍ସେଲ , କିଶୋରୀ ସାହୁ, ସ୍ଵୟଂ ସହାୟକ ଗୋଷ୍ଠୀ ରମ୍ବା ବାଇ ପାୟାସିଂ, ଭାରତୀ ସାହୁ, କୃଷକ ସାଥୀ ମହନ ସାଥି, ଜିଓଟେଗ ମୁକେଶ କୁମାର ବାଗ, ୱାର୍ଡ ମେମ୍ବର ବିକ୍ରମ ମାଝୀ, ହରେକୃଷ୍ଣ ଖର୍ସେଲ, ଗାଁ ସାଥି ଖିରସିନ୍ଧୁ ବାଗ ପ୍ରମୁଖ ଉପସ୍ଥିତ ରହି ମାସ୍କ , ସାବୁନ୍ ବଣ୍ଟନ କରିବା ସହ ଲୋକମାନଙ୍କୁ ସଚେତନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking