ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା ଥିବା ଟାଟା ଖଣିରେ କାର୍ଯ୍ୟ କରୁ ଥିବା କର୍ମଚାରୀମାନେ ଓ ଶ୍ରମିକ ଚାକିରୀ ହରାଇ ବହୁ କଷ୍ଟ ରେ କାଳତି ପାଥ କରୁଛନ୍ତି । ଟାଟା କମ୍ପାନୀର ଲିଜ ଅବଧି ଶେଷ ହୋଇ ଯିବାରୁ କର୍ମଚାରୀ ଓ ଶ୍ରମିକ ମାନଂକୁ ଛଟେଇ ହୋଇଥିଲେ ସେମାନଙ୍କ ଚାକିରୀ ଯାଇ ଥିବାରୁ ପରିବାର ପ୍ରତିପୋଷଣ କରିବାରେ ବହୁ କଷ୍ଟଜୀବନ ବିତାଉଛନ୍ତି । ସେମାଙ୍କୁ କିପରି କାର୍ଯ୍ୟ ପାଇବେ ଆଜି ଖଣି ଅଞ୍ଚଳରେ କର୍ମଚାରୀ ଓ ଶ୍ରମିକ ମାନଙ୍କ ସହ ଆଲୋଚନା କରୁଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରିତିରଂଜ ଘଡ଼ାଇ ସୁକିନ୍ଦା ଖଣି ଅଞ୍ଚଳରୁ ଟାଟା କମ୍ପାନୀ ଯିବା ପରେ ଚାକିରୀ ହରେଇଥିବା କର୍ମଚାରୀ ମାନେ କିପରି ପୁଣି ନୂତନ କମ୍ପାନୀରେ ନିଯୁକ୍ତି ପାଇବେ ତା ବିଷୟରେ ଛଟେଇ କର୍ମଚାରୀ ମାନଙ୍କ ସହ ଖଣି ଅଞ୍ଚଳରେ ନିଜେ ମାନ୍ୟବର ବିଧାୟକ ସୁକିନ୍ଦା ଇଂ ପ୍ରୀତିରଞ୍ଜନ ଘଡାଇ ପହଞ୍ଚି ଆଲୋଚନା କରୁଛନ୍ତି।