31.1 C
Bhubaneswar
Friday, March 29, 2024
Homeକରୋନାକରୋନା ରେ ବିଧାୟକଙ୍କ ମୃତ୍ୟୁ

କରୋନା ରେ ବିଧାୟକଙ୍କ ମୃତ୍ୟୁ

 
ତେବେ ଗତ ୧୮ ଜୁଲାଇରେ ତାଙ୍କୁ ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଜୁଲାଇ ୨୪ ରେ କଲକାତାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଆଜି ସକାଳ ପ୍ରାୟ ୪.୧୫ ରେ ତାଙ୍କର ମୃତ୍ୟୁ ଘଟିଛି । ଇଗ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ସାମରେଶ ଦାସ ଲଗାତାର ୫ ଥର ଜିତିଥିଲେ । ପ୍ରଥମେ ସେ ଜଣେ ବାମପନ୍ଥୀ ବିଧାୟକ ଥିଲେ । ପରେ ତୃଣମୂଳ ସ୍ତରରେ ଯୋଗ ଦେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking