37.2 C
Bhubaneswar
Friday, April 19, 2024
Homeଓଡିଶାଆସନ୍ତା ୧୫ରେ ବ୍ରହ୍ମପୁର ଏମକେସିଜି ମେଡିକାଲର ଜେନେରାଲ ଓପିଡି ଖୋଲିବ

ଆସନ୍ତା ୧୫ରେ ବ୍ରହ୍ମପୁର ଏମକେସିଜି ମେଡିକାଲର ଜେନେରାଲ ଓପିଡି ଖୋଲିବ

ଭୁବନେଶ୍ଵର: ଆସନ୍ତା ୧୫ରେ ବ୍ରହ୍ମପୁର ଏମକେସିଜି ମେଡିକାଲର ଜେନେରାଲ ଓପିଡି ଖୋଲିବ ବୋଲି ସୂଚନା ମିଳିଛି। କିନ୍ତୁ ସାମାଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ଅନୁରୋଧ କରଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ପ୍ରବାସୀ ଫେରିବା ପରେ ସଂକ୍ରମଣ ବଢ଼ିବା ଆଶଙ୍କା କରି ଓପିଡିକୁ ବନ୍ଦ କରି ଦେଇଥିଲା ଜିଲ୍ଲା ପ୍ରଶାସନ । ତେବେ ରାଜ୍ୟରେ ଏବେ ହୁ ହୁ ହୋଇ ସଂକ୍ରମଣ ବଢ଼ି ଚାଲିଛି । ବେଶି ମାତ୍ରାରେ ଟେଷ୍ଟ ହେଉଥିବାର ଆକ୍ରାନ୍ତ ଙ୍କ ସଂଖ୍ୟା ବଢୁଛି । 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking