26.1 C
Bhubaneswar
Wednesday, August 10, 2022
Homeଦେଶ ବିଦେଶସୁଗାରକୁ କଣ୍ଟ୍ରୋଲ୍‌ରେ ରଖିଥାଏ ମେଥିଦାନା

ସୁଗାରକୁ କଣ୍ଟ୍ରୋଲ୍‌ରେ ରଖିଥାଏ ମେଥିଦାନା

ନୂଆଦିଲ୍ଲୀ : ମେଥି ଦାନାରେ ଫାଇବର ଏବଂ ଅନ୍ୟାନ୍ୟ ରସାୟନ ରହିଥାଏ। ଯାହା ଶରୀରରକୁ ଅନେକ ପ୍ରକାର ଫାଇଦା ଦେଇଥାଏ। ଏହା ସୁଗାରକୁ କଣ୍ଟ୍ରୋଲରେ ରଖିଥାଏ। ଏହା ବ୍ୟତୀତ ମେଥି ଇନସୁଲିନର ପରିମାଣ ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ।

ଯଦି ଆପଣ ବ୍ଲଡ୍ ସୁଗାର କଣ୍ଟ୍ରୋଲ୍ କରିବାକୁ ଚାହାଁନ୍ତି, ତେବେ ଆପଣ ଡାଏଟ୍‌ରେ ମେଥିଦାନା ଅନ୍ତର୍ଭୁକ୍ତ କରନ୍ତୁ । ମେଥି ଦାନା ଇନସୁଲିନର ପରିମାଣ ବଢାଇବାରେ ସାହାଯ୍ୟ କରେ। ମେଥିକୁ ରୋଷେଇରେ ପ୍ରାୟତଃ ବ୍ୟବହୃତ ହୁଏ । ଔଷଧୀୟ ଗୁଣରେ ଭରପୂର ଏହି ମସଲା ଔଷଧରେ ମଧ୍ୟ ବ୍ୟବହୃତ ହୁଏ।

ଆଜିର ଯୁଗରେ ଖରାପ ଖାଦ୍ୟ ଏବଂ ଜୀବନଶୈଳୀ ହେତୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହୁଅନ୍ତି । ତେଣୁ ମଧୁମେହ ରୋଗୀଙ୍କ ପାଇଁ ମେଥି ଅତ୍ୟନ୍ତ ପ୍ରଭାବଶାଳୀ। ଏଥିରେ ଥିବା ପୋଷକ ତତ୍ତ୍ୱ ମଧୁମେହକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking