34.1 C
Bhubaneswar
Friday, March 29, 2024
Homeଓଡିଶାକୋଭିଡ ଯୋଦ୍ଧାଙ୍କୁ ଦୁର୍ବ୍ୟବହାର

କୋଭିଡ ଯୋଦ୍ଧାଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର: ଏବେ ଦେଶ ସମେତ ରାଜ୍ୟରେ କରୋନା କହର ଜାରି ରହିଛି । ଏଥି ସହ ଲଢେଇ କରୁଛନ୍ତି ବିଭିନ୍ନ ବିଭାଗରେ କାନମ କରୁଥିବା କୋଭିଡ ଯୋଦ୍ଧା । ହେଲେ ତାଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ଦୁର୍ବ୍ୟବହାର କରାଯାଇଥିବା ସୂଚନା ମିଳିଛି । ଜଣେ ମହିଳା କୋଭିଡ ଯୋଦ୍ଧାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଟାଉନ ଥାନା ତଅଁଳପଡାରେ ଜଣେ ଯିବକ ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି । ଦେଢ ଲକ୍ଷ ନଦେଲେ ସର୍ଭେ କରାଇ ଦେବୁନି କହିବା ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏ ସଂପର୍କରେ ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking