27.1 C
Bhubaneswar
Friday, March 29, 2024
Homeଅପରାଧଏସଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କଲେ ଏସଆଇ

ଏସଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କଲେ ଏସଆଇ

ଭୁବନେଶ୍ୱର: ପୁଣି ଖାକିରେ ଲାଗିଛି ଦାଗ । ଗଂଜାମ ଖଲ୍ଲିକୋଟ ଏସଆଇଙ୍କ ବିରୋଧରେ ମହିଳା ଏସଆଇ ଅଭିଯୋଗ କରିଛନ୍ତି । ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ କରାଯାଇଥିବା ନେଇ ମହିଳା ଏସଆଇ ଅଭିଯୋଗ କରିଛନ୍ତି । ଏଥିରେ ନ୍ୟାୟ ପାଇଁ ଡିଜିପି କ୍ୟାମ୍ପ ଅଫିସରେ ମହିଳା ଏସଆଇ ଦ୍ୱାରସ୍ଥ ହୋଇଛନ୍ତି । ଖାଲି ଏତିକି ନୁହେଁ, ଖଲ୍ଲିକୋଟ ଏସଆଇ ସିଲୁ ଧଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଦାବି କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ପୋଲିସ କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking