ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନୱାଜ

ବ୍ୟୁରୋ : ପାକିସ୍ତାନରେ ବଡ ପରିବର୍ତ୍ତନ ଘଟିବାକୁ ଯାଉଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର ବରିଷ୍ଠ ଉପ ସଭାପତି ୫୦ ବର୍ଷୀୟ ମରିୟମ ମୁଖ୍ୟମନ୍ତ୍ରୀ ପାଇଁ ହୋଇଥିବା ନିର୍ବାଚନରେ ବାଜିମାତ କରିଛନ୍ତି। ମତଦାନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥନ କରୁଥିବା ସୁନ୍ନି ଇଟ୍ଟେହାଦ କାଉନସିଲ(ଏସ୍‌ଆଇସି)ର ବିଧାୟକମାନେ କକ୍ଷ … Continue reading ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନୱାଜ