23.1 C
Bhubaneswar
Tuesday, March 19, 2024
Homeରାଜନୀତିମନ୍ତ୍ରୀ ସଂପୃକ୍ତ ଥିଲେ ଦଣ୍ଡ ପାଇବେ

ମନ୍ତ୍ରୀ ସଂପୃକ୍ତ ଥିଲେ ଦଣ୍ଡ ପାଇବେ

ଭୁବନେଶ୍ୱର: ମମିତା ହତ୍ୟା ପ୍ରସଙ୍ଗରେ ବିଜେଡି ପକ୍ଷରୁ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇ କହିଛନ୍ତି, ପୋଲିସ କେଉଁଠି ମହିଳାଙ୍କ ଉପରେ ଅନ୍ୟାୟ କରୁ ନାହାନ୍ତି । ଘଟଣାରେ ସଂପୃକ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ପୋଲିସ କାର୍ଯ୍ୟ କରୁଛି । ଏନଆଇଏରେ କାର୍ଯ୍ୟ କରିଥିବା ଜଣେ ଦକ୍ଷ ଅଫିସର ତଦନ୍ତ କରୁଛନ୍ତି । ଯାହାର ସଂପୃକ୍ତି ଥିବା ପ୍ରମାଣ ମିଳିବ, ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ । ମନ୍ତ୍ରୀ ଯଦି ସଂପୃକ୍ତି ଥିବେ, ନିଶ୍ଚିତ ଭାବେ ଦଣ୍ଡ ପାଇବେ । ମନ୍ତ୍ରୀ ଇସ୍ତଫା ଦେଇଦେଲେ ସବୁକିଛି ସମାଧାନ ହୋଇଯିବ କି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking