16.1 C
Bhubaneswar
Friday, January 28, 2022
Homeଓଡିଶାକେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗି ଙ୍କୁ ହାଇକୋର୍ଟ ର ନୋଟିସ

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗି ଙ୍କୁ ହାଇକୋର୍ଟ ର ନୋଟିସ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗିଙ୍କୁ  ବାଲେଶ୍ୱର ଲୋକସଭା ନିର୍ବାଚନ ମାମଲା ରେ ନୋଟିସ ଜାରି । ସତ୍ୟ ପାଠରେ ଅପରାଧିକ ମାମଲା ନେଇ ତଥ୍ୟ ଲୁଚାଇବା ନେଇ  ଅଭିଯୋଗ। ଜଣେ ସାଧାରଣ ଭୋଟର ଙ୍କ ମାମଲା ଆଧାରରେ ହୋଇଛି  ନୋଟିସ । ମାର୍ଚ୍ଚ ୧୩ ତାରିଖରେ ପରବର୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
https://onakhabar.com/2020/02/07/engineer-daughter-murder-her-mother-and-brother/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking