26.7 C
Bhubaneswar
Friday, April 19, 2024
Homeଓଡିଶାମନ୍ତ୍ରୀ ପ୍ରତାପ ଜେନାଙ୍କୁ କରୋନା

ମନ୍ତ୍ରୀ ପ୍ରତାପ ଜେନାଙ୍କୁ କରୋନା

ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କରୋନା ପଜିଟିଭ ହୋଇଛନ୍ତି । ଏନେଇ ଖୋଦ୍ ପ୍ରତାପ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସୂଚନା ଦେବା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ପ୍ରତାପ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking